ତାଲିବାନ ପଣବନ୍ଦୀ ଘଟଣାର ଅନ୍ତ : ସବୁ ଆତଙ୍କବାଦୀ, ୬ ପାକ ଯବାନ ମୃତ

ଇସ୍ଲାମାବାଦ : ପାକିସ୍ତାନ ତାଲିବାନ ( ତେହରିକ-ଏ-ତାଲିବାନ ପାକିସ୍ତାନ ବା ଟିଟିପି) ଦ୍ୱାରା ଖ୍ୱାଇବର ପଖତୁନଖ୍ୱାବାର ବନ୍ନୁ କ୍ୟାଣ୍ଟନମେଣ୍ଟରେ କରାଯାଇଥିବା ପଣବନ୍ଦୀ ଘଟଣାର ଅନ୍ତ ହୋଇଛି। ପାକିସ୍ତାନ ସେନା ପକ୍ଷରୁ କରାଯାଇଥିବା ଏକ ଅପରେସନରେ ଏହି ଅପହରଣ କାଣ୍ଡରେ ସଂପୃକ୍ତ ଆତଙ୍କବାଦୀମାନେ ନିହତ ହୋଇଛନ୍ତି। ତେବେ ପାକିସ୍ତାନ ସେନାର ୬ ଜଣ ଯବାନ ମଧ୍ୟ ମୃତ୍ୟୁବରଣ କରିଛନ୍ତି ଓ ଆଉ ୭ ଜଣ ଆହତ ହୋଇଛନ୍ତି ବୋଲି ପାକ ପ୍ରତିରକ୍ଷା … Continue reading ତାଲିବାନ ପଣବନ୍ଦୀ ଘଟଣାର ଅନ୍ତ : ସବୁ ଆତଙ୍କବାଦୀ, ୬ ପାକ ଯବାନ ମୃତ